ବିଦ୍ୟାଳୟ HELP LINE. ଯାହା କି ଆପଣ MIS ବିଷୟ ରେ ଜାଣି ପାରିବେ ।
7/16/2020
Add Comment
Please wait while loading ! Made your link safe to visit.
Sir/Madam ,
ଆପଣ ମାନେ ନିମ୍ନ ରେ ଦିଆଯାଇଥିବା Link କୁ କ୍ଲିକ୍ କରି Extended MIS Portal ରେ ନିଜ ନିଜ ବିଦ୍ୟାଳୟ ର Profile ଦେଖିପାରିବେ ଏବଂ କିଛି ତଥ୍ୟ Update ମଧ୍ୟ କରିପାରିବେ।
http://emisosepa.odisha.gov.in/#/auth/login
ନିମ୍ନଲିଖିତ Step ଗୁଡ଼ିକ Follow କରନ୍ତୁ।
----------------------------------------
୧- ଦିଆଯାଇଥିବା ଏହି Link ରେ କ୍ଲିକ୍ କରନ୍ତୁ ।
୨- Username ରେ ନିଜ ବିଦ୍ୟାଳୟ ର UDISE Code ପୁରଣ କରି ଶେଷରେ (-1) type କରନ୍ତୁ।
ଉଦାହରଣ- 2108XXXXXXX-1
୩- Password ରେ type କରନ୍ତୁ
Osepa@123 (ଯେଉଁ ମାନେ password change କରିନାହାନ୍ତି)
୪- Captacode କୁ ଅବିକଳ ନକଲ କରିଦିଅନ୍ତୁ।
୫- Remember me ରେ ✓ ଚିହ୍ନ ଦେଲାପରେ Sign in କରନ୍ତୁ।
EMIS ର page open ହେଲା ପରେ ଆପଣ ମାନେ ଦେଖିପାରିବେ ଯେ , password change କରିବା ପାଇଁ option ମାଗିବ ଯଦି ଆପଣ change କରିନାହାନ୍ତି। ତାପରେ page ଟି direct ଖୋଲିବ। ଆପଣ ମାନେ ଆବଶ୍ୟକୀୟ ତଥ୍ୟ ପୁରଣ କରିସାରିବା ପରେ Submit କରିବେ।
Link will be apear in 15 seconds.
Well done! you have successfully gained access to Decrypted Link.
Comments Here
Post a Comment