New ciunt down

Please wait while loading ! Made your link safe to visit.

There is a post for testing purpose.

ଏତଦ୍ ଦ୍ଵାରା ସିମୁଳିଆ ବ୍ଲକ ର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ଜଣାଇ ଦିଆଯାଉଅଛି କି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର *" ମୋ ସରକାର" (5T)* ଯୋଜନା ରେ ଆପଣଙ୍କ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ର (ପ୍ରଥମ ରୁ ଦଶମ) ଅଭିଭାବକଙ୍କର ମୋବାଇଲ ନମ୍ବର ପଞ୍ଜିକୃତ ହେବ, ଏହାର ସବିଶେଷ ବିବରଣୀ ଯଥା : କେମିତି ବିଦ୍ୟାଳୟ/କ୍ଳଷ୍ଟର ସ୍ତରରେ ଅନଲାଇନ ମାଧ୍ୟମରେ ଅପଡେଟ କରାଯିବ, ଆସନ୍ତା ତା 17.02.2020 (ସୋମବାର) ସି. ଆର୍. ସି. ସି ମାନଙ୍କ ମିଟିଂ ରେ ଜାଣଇ ଦିଆଯିବ. ତେଣୁ ଆପଣ ମାନେ ବିଦ୍ୟାଳୟ ସ୍ତରରେ ନିମ୍ନଲିଖିତ ପ୍ରସଙ୍ଗ ମୂଳେ 17.02.2020 (ସୋମବାର) ରିଖ ସୁଦ୍ଧା ପ୍ରସ୍ତୁତ ରଖନ୍ତୁ. 1. ପ୍ରଥମେ ଆପଣଙ୍କ ବିଦ୍ୟାଳୟରେ କେତେ ଜଣ ଛାତ୍ର ଛାତ୍ରୀଙ୍କ ଆଧାର ଓ ଅଭିଭାବକ ମୋବାଇଲ ନମ୍ବର ଅଛି ପ୍ରସ୍ତୁତ କରନ୍ତୁ ଓ ଯେଉଁ ମାନଙ୍କର ନାହିଁ ସେମାନେ ଆସନ୍ତା ତା 17.02.2020 (ସୋମବାର) prayer class ରେ ଆଣିବା ପାଇଁ ଆଜି ନିର୍ଦ୍ଦେଶ ଦିଅନ୍ତୁ. 2. ଆପଣଙ୍କ ବିଦ୍ୟାଳୟ ରେ ଚଳିତ ବର୍ଷ କେଉଁ କେଉଁ ଛାତ୍ର ଛାତ୍ରୀ ବିଭିନ୍ନ Scholarship ପାଉଛନ୍ତି ତାହାର ତଥ୍ୟ ପ୍ରସ୍ତୁତ ରଖନ୍ତୁ. 3. ଆପଣଙ୍କ ବିଦ୍ୟାଳୟ ର ଥିବା SMC/SMDC ର ସମସ୍ତ ସଦସ୍ୟ /ସଦସ୍ୟା ମାନଙ୍କର ନାମ ଏବଂ ମୋବାଇଲ ନମ୍ବର ପ୍ରସ୍ତୁତ ରଖନ୍ତୁ. *ବିଦ୍ର : ସମସ୍ତ ତଥ୍ୟ ଅନଲାଇନ ରେ ଅପଡେଟ କରିବାର ଶେଷ ତାରିଖ ତା 25.02.2020. କୁ ଧାର୍ଯ୍ୟ କରାଯାଇଅଛି*. ପଦବୀ: ସାଇଣ୍ଟିଷ୍ଟ ବି (ଜିଓ-ଫିଜିକ୍ସ) - କେନ୍ଦ୍ରୀୟ ଜଳ ଏବଂ ଶକ୍ତି ଗବେଷଣା କେନ୍ଦ୍ର, ପୁନେ (ମିନିଷ୍ଟ୍ରୀ ଅଫ୍‌ ଜଲ୍‌ ଶକ୍ତି) - ୨ଟି ପଦବୀ ସାଇଣ୍ଟିଷ୍ଟ ବି (ଫିଜିକ୍ସ) - ଜାତୀୟ ଜଳ ଏବଂ ଶକ୍ତି ଗବେଷଣା କେନ୍ଦ୍ର, ପୁନେ (ମିନିଷ୍ଟ୍ରୀ ଅଫ୍‌ ଜଲ୍‌ ଶକ୍ତି) - ୨ଟି ପଦବୀ ସାଇଣ୍ଟିଷ୍ଟ ବି (କେମେଷ୍ଟ୍ରୀ) - ଜାତୀୟ ମୃତ୍ତିକା ଏବଂ ସାମଗ୍ରୀ ଗବେଷଣା କେନ୍ଦ୍ର, ନୂଆ ଦିଲ୍ଲୀ (ମିନିଷ୍ଟ୍ରୀ ଅଫ୍‌ ଜଲ୍‌ ଶକ୍ତି) - ଗୋଟିଏ ପଦବୀ ଆସିଷ୍ଟାଣ୍ଟ ଜିଓ-ଫିଜିସିଷ୍ଟ- ଜିଓଲୋଜୀକାଲ ସର୍ଭେ ଅଫ୍‌ ଇଣ୍ଡିଆ (ମିନିଷ୍ଟ୍ରୀ ଅଫ୍‌ ମାଇନ୍ସ) - ୧୭ଟି ପଦବୀ ସିନିୟର୍‌ ଡିଭିଜନାଲ୍‌ ମେଡିକାଲ ଅଫିସର୍‌ (କାର୍ଡିଓଲୋଜୀ) - ରେଲ୍‌ଓ୍ଵେ ବୋର୍ଡ (ମିନିଷ୍ଟ୍ରୀ ଅଫ୍‌ ରେଲ୍‌ଓ୍ଵେ) - ୩ଟି ପଦବୀ ସିନିୟର୍‌ ଡିଭିଜନାଲ୍‌ ମେଡିକାଲ ଅଫିସର୍‌ (କାର୍ଡିଓଲୋଜୀ-ଥୋରାସିକ୍‌ ସର୍ଜରୀ) - ରେଲ୍‌ଓ୍ଵେ ବୋର୍ଡ (ମିନିଷ୍ଟ୍ରୀ ଅଫ୍‌ ରେଲ୍‌ଓ୍ଵେ) - ୪ଟି ପଦବୀ ସିନିୟର୍‌ ଡିଭିଜନାଲ୍‌ ମେଡିକାଲ ଅଫିସର୍‌ (କ୍ୟାନ୍‌ସର୍‌ ସର୍ଜରୀ) - ରେଲ୍‌ଓ୍ଵେ ବୋର୍ଡ (ମିନିଷ୍ଟ୍ରୀ ଅଫ୍‌ ରେଲ୍‌ଓ୍ଵେ) - ୩ଟି ପଦବୀ ସିଷ୍ଟମ ଆନାଲିଷ୍ଟ- ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌- ୫ଟି ପଦବୀ ସ୍ପେଶିଆଲିଷ୍ଟ ଗ୍ରେଡ୍‌ ୩ (ମାଇକ୍ରୋବାୟୋଲୋଜୀ/ବାକ୍ଟେରିଓଲୋଜୀ) - ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ୩ଟି ପଦବୀ ସ୍ପେଶିଆଲିଷ୍ଟ ଗ୍ରେଡ୍‌ ୩ (ନେଫ୍ରୋଲୋଜୀ) - ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ଗୋଟିଏ ପଦବୀ ସ୍ପେଶିଆଲିଷ୍ଟ ଗ୍ରେଡ୍‌ ୩ (ୟୁରୋଲୋଜୀ) - ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ୨ଟି ପଦବୀ ଇଂରାଜୀ ଅଧ୍ୟାପକ- ଡିପାର୍ଟମେଣ୍ଟ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ (ୟୁନିଅନ୍‌ ଟେରିଟୋରୀ ଆଡ୍‌ମିନିଷ୍ଟ୍ରେସନ୍‌ ଅଫ୍‌ ଡାମନ୍‌ ଆଣ୍ଡ ଡିୟୁ) - ଗୋଟିଏ ପଦବୀ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ- ଆନିମାଲ୍‌ ହଜ୍‌ବେଣ୍ଡ୍ରୀ ବିଭାଗ (ୟୁନିଅନ୍‌ ଟେରିଟୋରୀ ଅଫ୍‌ ଲାକ୍ଷାଦ୍ଵୀପ) - ୯ଟି ପଦବୀ ଆବେଦନ ପ୍ରକ୍ରିୟା: ଆବେଦନକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ଅପ୍‌ଲୋଡ୍‌ କରିବାକୁ ହେବ। ଏହି ବିଜ୍ଞପ୍ତି ସଂପର୍କିତ ଯେକୌଣସି ତଥ୍ୟ ପାଇଁ upsc.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comments Here

Post a Comment

Article Top Ads

Central Ads Article 1

Middle Ad Article 2

Article Bottom Ads