10 Types of purifications ଦଶ ପ୍ରକାରର ପବିତ୍ର କରଣ ।
7/16/2020
Add Comment
Please wait while loading ! Made your link safe to visit.
10 TYPES OF PURIFICATIONS :
ଦଶ ପ୍ରକାର ପବିତ୍ରୀକରଣ
1. Body gets purified...
by WATER & YOGA
ଶରୀର ପବିତ୍ର ହୁଏ ଜଳ ଏବଂ ଯୋଗାସନ ଦ୍ୱାରା
2. Breath gets purified...
by PRAANAAYAM.
ଶ୍ୱାସ ବାୟୁ ପବିତ୍ର ହୁଏ ପ୍ରାଣାୟମ ଦ୍ୱାରା
3. Mind gets purified...
by MEDITATION.
ମନ ପବିତ୍ର ହୁଏ ଧ୍ୟାନ ଦ୍ୱାରା
4. Intellect gets purified...
by spiritual KNOWLEDGE.
ବୁଦ୍ଧି ପଵିତ୍ର ହୁଏ ଅଧ୍ୟାତ୍ମ ଜ୍ଞାନ ଦ୍ୱାରା
5. Memory gets purified...
by MANAN & CHINTAN.
ସ୍ମୃତି ବା ଚିତ୍ତ ପବିତ୍ର ହୁଏ ମନନ ଏବଂ ଚିନ୍ତନ ଦ୍ୱାରା
6. Ego gets purified...
by SEVA (SERVICE).
ଅହଂକାର ପବିତ୍ର ହୁଏ ସେବା ଦ୍ୱାରା
7. Self gets purified...
by SILENCE (MAUN).
ଆତ୍ମା ପବିତ୍ର ହୁଏ ନୀରବତା ଦ୍ୱାରା
8. Food gets purified...
by POSITIVE THOUGHTS.
(While cooking & eating).
ଅନ୍ନ ପବିତ୍ର ହୁଏ ସକାରାତ୍ମକ ଭାବନା ଦ୍ୱାରା
ରୋଷେଇ ଏବଂ ଭୋଜନ ସମୟ ରେ।
9. Wealth gets purified...
by GIVING/DONATING.
ଧନ ପବିତ୍ର ହୁଏ ଦାନ ଦ୍ୱାରା
10.Feelings gets purified...
by LOVE N SURRENDER
ଭାବନା ପବିତ୍ର ହୁଏ ପ୍ରେମ ଏବଂ ସମର୍ପଣ ଦ୍ୱାରା।
Link will be apear in 15 seconds.
Well done! you have successfully gained access to Decrypted Link.
Comments Here
Post a Comment